Browsing Tag

automobile news

ଖୁସିଖବର! ଷ୍ଟକ୍‌ ଶେଷ କରିବାକୁ ୩ଟି ଜବରଦସ୍ତ ବାଇକ୍‌ର ଦାମ୍‌ କମାଇଲା କମ୍ପାନୀ

ଡେସ୍କ: ଦୁଇ ଚକିଆ ଯାନ ନିର୍ମାତା କ୍ୟୁଜେ ମୋଟର ଭାରତୀୟ ବଜାରରେ ଏହାର ୩ଟି ବାଇକ୍‌ର ଦାମ୍‌ କମାଇଦେଇଛି। କମ୍‌ ବିକ୍ରି ଯୋଗୁ କମ୍ପାନୀ ମୂଲ୍ୟ କମାଇବାକୁ ନିଷ୍ପତ୍ତି ନେଇଛି। ନୂଆବର୍ଷଠାରୁ QJ SRC 250ର ମୂଲ୍ୟ…
Read More...

ମାରୁତି ୱାଗନଆର ଆଣିଛି ବମ୍ପର ଅଫର୍‌; ୫.୫୪ ଲକ୍ଷର କାର୍‌ ଓ ୪୫ ହଜାର ଟଙ୍କାର ରିହାତି

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସରେ ଜବରଦସ୍ତ ଅଫର୍‌ ଦେଉଛି ମାରୁତି ସୁଜୁକି। ଏହି ଅଫର୍‌ ନଗଦ ରିହାତି ଏବଂ ଏକ୍ସଚେଞ୍ଜ ବୋନସ୍ ଆକାରରେ ପ୍ରଦାନ କରାଯାଉଛି। ଅଫର୍‌ର ବୈଧତା ଜାନୁଆରୀ ୩୧, ୨୦୨୪ ପର୍ଯ୍ୟନ୍ତ…
Read More...

ଭାରତରେ ଲଞ୍ଚ୍‌ ହେଲା ମାକ୍‌ଲରେନ୍‌ ଆର୍ଟ୍ୟୁରା ହାଇବ୍ରିଡ଼ ସୁପରକାର; ଘଣ୍ଟା ପ୍ରତି ବେଗ ୩୩୦ କିମି

ମାକ୍‌ଲରେନ୍‌ ଅଟୋମୋଟିଭ(McLaren Automotive) ଏହାର ନୂଆ ହାଇବ୍ରିଡ଼ ସୁପରକାର ଆର୍ଟ୍ୟୁରା(Artura)କୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି। ମାକ୍‌ଲରେନ୍‌ ଆର୍ଟ୍ୟୁରାର ପୂର୍ବତନ ଶୋରୁମ୍ ମୂଲ୍ୟ ପ୍ରାୟ ୫.୧ କୋଟି ଟଙ୍କା।…
Read More...

ବୈଦ୍ୟୁତିକ ଦୁଇଚକିଆ ଯାନ ମାଲିକଙ୍କ ପାଇଁ ଖୁସିଖବର, କମ୍ପାନୀ ଫେରସ୍ତ କରିବେ ୨୮୭ କୋଟି !

ନୂଆଦିଲ୍ଲୀ: ଦେଶରେ ନିକଟ ଅତୀତରେ ବୈଦ୍ୟୁତିକ ଯାନର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବିଶେଷ କରି ଦୁଇ ଚକିଆ ଯାନ ତଥା ବୈଦ୍ୟୁତିକ ସ୍କୁଟର ଓ ବାଇକ୍‌‌ ଲୋକେ ବହୁ ମାତ୍ରରେ କିଣିଛନ୍ତି। ଏବେ ଏହି ବୈଦ୍ୟୁତିକ ଦୁଇ…
Read More...

ଖୁବଶୀଘ୍ର ଆସୁଛି ଓଲା ଇଲେକ୍ଟ୍ରିକ୍‌ ବାଇକ୍‌, ସୂଚନା ଦେଲେ ସିଇଓ

ଭାରତରେ ଓଲା ଇଲେକ୍ଟ୍ରିକ୍‌ ଇ-ମୋବିଲିଟି ବାଜରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛି। କମ୍ପାନୀ ଭାରତୀୟ ବଜାର ପାଇଁ ଏହାର ଆଗାମୀ ଇଲେକ୍ଟ୍ରିକ୍ କାର୍‌ ବିଷୟରେ ସୂଚନା ଦେଇସାରିଛି ଓ ବଜାରରେ S1 Air, S1,…
Read More...

ସ୍କୁଟର କିମ୍ବା ମୋଟରସାଇକେଲ୍‌ ନୁହେଁ, ଏ ହେଉଛି ହାଇପରବାଇକ୍‌: ଦିନକ ପରେ ହେବ ଲଞ୍ଚ୍‌

ଡେସ୍କ: ଆପଣ ଏଲଏମଏଲର ନାଁ ତ ଶୁଣିଥିବେ। ସେହି ଏଲଏମଏଲ, ଯାହାର ୯୦ ଦଶକରେ ଜବରଦସ୍ତ ଚାହିଦା ଥିଲା। ଏଲଏମଏଲର ଭେସ୍ପା ସ୍କୁଟର ଖୁବ୍‌ ଲୋକପ୍ରିୟ। ତେବେ ସମୟ ସହିତ ଦେଶରେ ଏଲଏମଏଲ ଯାନଗୁଡିକର ଲୋକପ୍ରିୟତା ହ୍ରାସ…
Read More...

ବାଇକ୍‌ ଖର୍ଚ୍ଚରେ ଚାଲିବ ମାରୁତିର ଏହି କାର୍‌; ଜାଣନ୍ତୁ ଦାମ୍ ଓ ଫିଚର୍‌

ନୂଆଦିଲ୍ଲୀ: ମାରୁତି-ସୁଜୁକି ନିକଟରେ ନୂଆ ଅଲ୍ଟୋ K10 ବଜାରରେ ଲଞ୍ଚ୍‌ କରିଛି। କମ୍ପାନୀ ଏଥିରେ ଅନେକ ନୂତନ ଫିଚର୍ ଯୋଡ଼ିଛି। କମ୍ପାନୀ ୨୦୨୦ରେ ଆଲ୍ଟୋ କେ୧୦ର ଉତ୍ପାଦନ ବନ୍ଦ କରିଦେଇଥିଲା ଏବଂ ଏବେ ଏହାକୁ ନୂଆ…
Read More...

୮୦ କିଲୋ ସୁନା, ୧୫ କିଲୋ ରୁପା, ହୀରା ଓ ମୂଲ୍ୟବାନ ପଥରରେ ନିର୍ମିତ ଟାଟା ନାନୋ କାର୍‌; ଦାମ୍‌ ଶୁଣି ଉଡ଼ିଯିବ ହୋସ୍‌

ଡେସ୍କ: ଟାଟା ମୋଟର୍ସ ଭାରତୀୟଙ୍କ ପାଇଁ ସବୁଠାରୁ ଶସ୍ତା କାର୍‌ ତିଆରି କରିବା ଉଦ୍ଦେଶ୍ୟରେ ଟାଟା ନାନୋକୁ ବଜାରକୁ ଆଣିଥିଲା। ତେଣୁ ଏହି କାର୍‌ର ଦାମ୍‌ ପ୍ରାୟ ୨ ଲକ୍ଷ ଟଙ୍କା ଥିଲା। ହେଲେ ଏବେ ୨୨କୋଟି ଟଙ୍କାରେ…
Read More...

ଖୁବଶୀଘ୍ର ବୈଦ୍ୟୁତିକ ଯାନ ଲଞ୍ଚ୍‌ କରିବ ଆମ୍ବାସାଡ଼ର ନିର୍ମାଣକାରୀ କମ୍ପାନୀ

ଡେସ୍କ: ନିଜ ସମୟର ପ୍ରସିଦ୍ଧ ଗାଡ଼ି ଆମ୍ବାସାଡ଼ର ନିର୍ମାତା ହିନ୍ଦୁସ୍ତାନ ମୋଟର୍ସ ଆସନ୍ତା ବର୍ଷ ବୈଦ୍ୟୁତିକ ଯାନ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି କରୁଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୟୁରୋପୀୟ…
Read More...

ରେନୋ ପକ୍ଷରୁ ଏହାର ଅଲ୍ ନ୍ୟୁ ଗେମ୍ ଚେଞ୍ଜର ରେନୋ ଟ୍ରାଇବର

ଭୁବନେଶ୍ୱର : ରେନୋ ପକ୍ଷରୁ ଏହାର ଅଲ୍ ନ୍ୟୁ ଗେମ୍ ଚେଞ୍ଜର ରେନୋ ଟ୍ରାଇବରର ଶୁଭାରମ୍ଭ କରାଯାଇଛି। ଏହାର ମୂଲ୍ୟ ୪.୯୫ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍, ସାରା ଭାରତ) ରହିଛି। ରେନୋ ଟ୍ରାଇବର ଚାରିଟି ଟ୍ରିମ୍‌ରେ ଉପଲବ୍ଧ…
Read More...