Browsing Tag

assembly

କଟକରେ ସର୍ବାଧିକ ଶିଳ୍ପ ବନ୍ଦ- ଉତ୍ତର ରଖିଲେ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ୧୫ହଜାର ୩୧୫ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଛି। ସେଥିମଧ୍ୟରୁ କଟକରେ ସର୍ବାଧିକ ୨୪୦୨ ଓ ସୁନ୍ଦରଗଡ ଜିଲାରେ ୨୦୨୦ ଶିଳ୍ପ ବନ୍ଦ ରହିଥିବା ସୂଚନା ଦିଆଯାଇଛି। ଏନେଇ ବିଧାନସଭାରେ ଉତ୍ତର…
Read More...

ଆଜି ପୁଣି ସରଗରମ ହେବ ବିଧାନସଭା

ଭୁବନେଶ୍ଵର: ଦୁଇ ଦିନର ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା। ଜଙ୍ଗଲ ପରିବେଶ, ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତିରାଜ ଓ ପାନୀୟ ଜଳ ଆଦି ବିଭାଗ ସହ ଅନ୍ୟ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ତେବେ …
Read More...

ବିଜେଡିର ତୁମୁଳକାଣ୍ଡ: ସାଢେ ୧୧ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ଵର: ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ। ଚିକିଟି ମଦ ମୃତ୍ୟୁକୁ ନେଇ ଆଜି ବି ଗୃହ ହୁଲସ୍ତୁଲ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟରେ ହଟ୍ଟଗୋଳ କରିଛନ୍ତି। ମହିଳା ବାଚସ୍ପତିଙ୍କ ଆଗରେ…
Read More...

ଅଧିବେଶନର ଚତୁର୍ଥ ଦିନ: ମଦ ମୃତ୍ୟୁକୁ ନେଇ ଆଜି ବି କମ୍ପିବ ଗୃହ !

ଭୁବନେଶ୍ଵର: ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ। ଚିକିଟି ମଦ ମୃତ୍ୟୁକୁ ନେଇ ଆଜି ପୁଣି ହୁଲସ୍ତୁଲ ହୋଇପାରେ ଗୃହ। ବିରୋଧୀ ବିଜେଡି ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଛି। ଦୁଇ ଦିନ ଧରି ଗୃହରେ ଏହି…
Read More...

ବିଧାୟକଙ୍କ ପାଇଁ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ: ବିଜେଡି ଓ କଂଗ୍ରେସର ବୟକଟ୍

ଭୁବନେଶ୍ଵର: ଆରମ୍ଭ ହେଲା ନୂଆ ବିଧାୟକ ମାନଙ୍କର ପାଠଶାଳା । ବିଧାନସଭାରେ ବିଧାୟକ ମାନଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।…
Read More...

ପାଠ ପଢିବେ ବିଧାୟକ: ଆଜିଠାରୁ ୨ଦିନିଆ ପ୍ରଶିକ୍ଷଣ

ଭୁବନେଶ୍ୱର : ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଆଜିଠାରୁ ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଶିକ୍ଷଣ ଶିବିରକୁ ନେଇ ଶାସକ ବିଜେପି ଓ ବିରୋଧୀ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି। ପ୍ରଶିକ୍ଷଣ…
Read More...

ବିଧାନସଭା ବଜେଟ୍ ଅଧିବେଶନର ସପ୍ତମ ଦିନ: ଶୂନ୍ୟକାଳରେ ଉଠିବ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ

ଭୁବନେଶ୍ଵର: ଆଜି ବିଧାନସଭା ବଜେଟ୍ ଅଧିବେଶନର ସପ୍ତମ ଦିନ। ପଞ୍ଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ , ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ , ସରକାରୀ ଉଦ୍ୟୋଗ, ଶ୍ରମ ଓ…
Read More...

ଆଜିଠୁ ପୁଣି ସରଗରମ ହେବ ବିଧାନସଭା

ଭୁବନେଶ୍ଵର: ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ସରଗରମ ହେବ ବିଧାନସଭା। ୨୦୧୪-୨୫ ଆର୍ଥିକ ବଜେଟ୍ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ।  ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ମୋହନ ସରକାର ଆଣିଛନ୍ତି। ତେବେ ଏହାଉପରେ…
Read More...

ତୃତୀୟ ଦିନରେ ବି ସରଗରମ ହେବ ଗୃହ

ଭୁବନେଶ୍ଵର: ସରଗରମ ହେଉଛି ବିଧାନସଭା ବଜେଟ୍ ଅଧିବେଶନ। ଦୁଇ ଦିନ ଗୃହ ହୁଲସ୍ତୁଲ ହୋଇଛି। ସରକାରୀ ଦଳ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ଆଜି ତୃତୀୟ ଦିନରେ ବି ଗୃହ ସରଗରମ ହୋଇପାରେ। ରାଜ୍ୟପାଳଙ୍କ ପୁଅଙ୍କ…
Read More...

ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନ : ଉଠିପାରେ ଏସବୁ ପ୍ରସଙ୍ଗ

ଭୁବନେଶ୍ଵର: ବିଧାନସଭାର ସପ୍ତଦଶ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଦ୍ଵିତୀୟ ଦିନରେ ବି ସରଗରମ ହୋଇପାରେ ଗୃହ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ହେବ। ଆଜି ଘୃହରେ ପଞ୍ଚାୟତିରାଜ,…
Read More...