www.samajalive.in
Saturday, December 6, 2025
14.1 C
Bhubaneswar

ଲୋକପ୍ରିୟ ବିଜ୍ଞାନ ଲେଖକ ତଥା ପ୍ରାଧ୍ୟାପକ ଡା. ସୂର୍ଯ୍ୟମଣି ବେହେରାଙ୍କୁ ରାଷ୍ଟ୍ରୀୟ ସମ୍ମାନ

ଭୁବନେଶ୍ବର : ଲୋକପ୍ରିୟ ବିଜ୍ଞାନ ଲେଖକ ତଥା ପ୍ରାଧ୍ୟାପକ ଡା. ସୂର୍ଯ୍ୟମଣି ବେହେରାଙ୍କୁ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରାଯିବ। ପ୍ରିଣ୍ଟ ମିଡିଆ, ପୁସ୍ତକ ଓ ମାଗାଜିନ୍ ରେ ବିଜ୍ଞାନ ଓ ପ୍ରଯୁକ୍ତି ଯୋଗାଯୋଗ ବିଦ୍ୟା ପ୍ରୟୋଗ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ରାଷ୍ଟ୍ରୀୟ ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଛନ୍ତି। ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ସମ୍ମାନୀତ କରାଯିବ। ପୁରସ୍କାର ସ୍ବରୂପ ତାଙ୍କୁ ଦୁଇ ଲକ୍ଷ ଟଙ୍କା, ଏକ ମୋମେଣ୍ଟ ଏବଂ ସାଇଟେସନ୍ ପ୍ରଦାନ କରାଯିବ। ଫେବୃଆରୀ ୨୮ଜାତୀୟ ବିଜ୍ଞାନ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories