ଅନୁଗୋଳ : ବାଘୁଣୀ ସୁନ୍ଦରୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ମୃତ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ପୋଷ୍ଟମର୍ଟମ କରିଥିବା ଅନୁଗୋଳ ମେଡିକାଲ ସୂତ୍ରରୁ ସୂଚନାମିଳିଛି କୌଣସି ବନ୍ୟଜନ୍ତୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି। ତେବେ ବାଘୁଣୀ ସୂନ୍ଦରୀ ମାରିଛି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗତ ୧୨ ତାରିଖରେ ହାତୀବାରୀରେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କୁ ସୁନ୍ଦରୀ ମାରିଥିବାର ଗ୍ରାମବାସୀ ଅଭିଯୋଗ କରିଥିଲେ। ଏନେଇ ବ୍ୟାପକ ପୋଡାଜଳା ସହ ରାସ୍ତା ଅବରୋଧ ମଧ୍ୟ ହୋଇଥିଲା।
Popular Categories



