www.samajalive.in
Saturday, December 6, 2025
23.1 C
Bhubaneswar

ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ

ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ସେ ସୃଷ୍ଟିରେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି। ତାଙ୍କ ଦ୍ବାରା ପୃଥିବୀରେ ଜୀବନ ସମ୍ଭବ। ଭଗବାନ ସୂର୍ଯ୍ୟ ଉଦୟ ହେବା ମାତ୍ରେ ସମ୍ପୁର୍ଣ୍ଣ ଅନ୍ଧକାର ନଷ୍ଟ ହୋଇଯାଏ। ଚର୍ତୁଦିଗରେ ପ୍ରକାଶ ଖେଳିଯାଏ। ବୈଦିକ ଯୁଗରୁ ସୂର୍ଯ୍ୟଙ୍କ ଉପାସନା କରିବାର ପରମ୍ପରା ପ୍ରଚଳିତ। ସୂର୍ଯ୍ୟଦେବଙ୍କୁ ସାକ୍ଷାତ ଈଶ୍ବର ବୋଲି କୁହାଯାଏ। ତେଣୁ ସୂର୍ଯ୍ୟଙ୍କୁ ଗୁରୁ ଭାବି ପ୍ରତିଦିନ ତାଙ୍କର ଉପାସନା କରନ୍ତୁ।

ସୃଷ୍ଟିରେ ସୂର୍ଯ୍ୟଦେବ ସର୍ବପ୍ରଥମେ ପ୍ରକଟ ହୋଇଥିଲେ ତେଣୁ ତାଙ୍କ ନାମ ଆଦିତ୍ୟ ଅଟେ। ନବଗ୍ରହଙ୍କ ମଧ୍ୟରେ ସୂର୍ଯ୍ୟଦେବଙ୍କୁ ସର୍ବପ୍ରମୁଖ ଦେବତା କୁହାଯାଏ। ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ଗହମ ଦାନ କରନ୍ତୁ। ସୂର୍ଯ୍ୟଦେବଙ୍କୁ ତମ୍ବାର ପାତ୍ରରେ ଜଳ ଅର୍ପଣ କରିବା ଦ୍ବାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହାସହ ଗରିବମାନଙ୍କୁ ଲାଲ ଓ ହଳଦିଆ ରଙ୍ଗର ବସ୍ତ୍ର ଦାନ କରନ୍ତୁ। ଯେଉଁ ଘରେ ଠିକ ଭାବେ ସୂର୍ଯ୍ୟଙ୍କ କିରଣ ନ ପହଞ୍ଚୁ ଥିବ ସେଠାରେ ସୂର୍ଯ୍ୟଙ୍କ ପ୍ରତୀମା ରଖିବା ଉଚିତ। ଉତ୍ତର ଦିଗରେ ସୂର୍ଯ୍ୟଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଦ୍ବାରା କେବେ ବି ଟଙ୍କାପଇସା ଓ ଧନର ଅଭାବ ରହିନଥାଏ। ପିଲାଙ୍କ ଘରେ ସୂର୍ଯ୍ୟଙ୍କ ପ୍ରତୀମା ଲଗାଇବା ଦ୍ବାରା ସେମାନଙ୍କର ପାଠ ପଢା ପ୍ରତି ମନ ଲାଗି ରହେ। ଘରର ଏପରି ସ୍ଥାନ ଯେଉଁଠି ପରିବାର ଲୋକେ ଅଧିକ ସମୟ ଅତିବାହିତ କରୁଥିବେ ସେଠାରେ ସୂର୍ଯ୍ୟଙ୍କ ପ୍ରତୀମା ଲଗାଇବା ଦ୍ବାରା ଅନେକ ରୋଗ ଠାରୁ ଦୂରେଇ ରହିବାର ସମ୍ଭାବନା ରହିଥାଏ। ରୋଷେଇ ଘରେ ତମ୍ବାର ସୂର୍ଯ୍ୟଙ୍କ ପ୍ରତୀମା ଲଗାଇବା ଦ୍ବାରା ଘରେ କେବେ ବି ଅନ୍ନର ଅଭାବ ରୁହେ ନାହିଁ।

- Advertisement -

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories