www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ ଦର୍ପଣ ଲଗାଇବାର ସଠିକ୍ ସ୍ଥାନ : ନଚେତ୍ ମାଡ଼ି ଆସିବ ଦୁର୍ଭାଗ୍ୟ

ଦର୍ପଣ ଏପରି ଏକ ଜିନିଷ ଯାହା ସମସ୍ତଙ୍କ ଘରେ ନିଶ୍ଚିତ ରୂପେ ଥାଏ। ଲୋକମାନେ ଘରର ସୌନ୍ଦର୍ୟ୍ୟ ବଢାଇବା ପାଇଁ ଘରେ ବିଭିନ୍ନ ପ୍ରକାରର ଦର୍ପଣ ଲଗାଇଥାଆନ୍ତି। ହେଲେ କ’ଣ ଆପଣ ଦର୍ପଣ ରଖିବାର ପ୍ରକୃତ ସ୍ଥାନ ବା ଦିଗ ବିଷୟରେ ଜାଣନ୍ତି କି? ବାସ୍ତୁ ଅନୁସାରେ, ଦର୍ପଣ ଭୁଲ୍ ସ୍ଥାନରେ ରହିଲେ ଘର ଓ ସଦସ୍ୟଙ୍କ ଉପରେ କୁପ୍ରଭାବ ପଡ଼ିବା ସହିତ ଅନେକ ସମସ୍ୟା ଦେଖା ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ଘରେ ଦର୍ପଣ ଲଗାଇବାର ସଠିକ୍ ସ୍ଥାନ ବିଷୟରେ –

ଘରେ ଦର୍ପଣ ଲଗାଇବା ପୂର୍ବରୁ ପ୍ରଥମେ ନିଜ କକ୍ଷର ଦିଗ ଠିକ୍ ଭାବେ ଚୟନ କରନ୍ତୁ। କକ୍ଷର ଉତ୍ତର କିମ୍ବା ପୂର୍ବ ଦ୍ବାର ପାର୍ଶ୍ବରେ ଦର୍ପଣ ଲଗାଇବା ଉଚିତ୍। ବାସ୍ତୁଶାସ୍ତ୍ର ଅନୁସାରେ, ଭୁଲରେ ମଧ୍ୟ ମୁଖ୍ୟ ଦ୍ବାରରେ ଦର୍ପଣ କିମ୍ବା କାଚର କୌଣସି ବସ୍ତୁ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ସୂର୍ୟ୍ୟଙ୍କ କିରଣ ସିଧା ପଡ଼ୁଥିବା ସ୍ଥାନରେ କେବେହେଲେ ଦର୍ପଣ ଲଗାନ୍ତୁ ନାହିଁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories