www.samajalive.in
Monday, December 8, 2025
14.1 C
Bhubaneswar

ବିଜେପି ଛାଡିଲେ ସୁବାସ ଚୌହାନ

ଭୁବନେଶ୍ୱର . –ବିଜେପିର ଉପସଭାପତି ସୁବାସ ଚୌହାନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ନିଜର ଇସ୍ତଫା ପଠାଇଥିବା ସୂଚନା ଦେଇଛନ୍ତି । ଭୁବନେଶ୍ୱରର ବିଜେପି କାର୍ଯ୍ୟାଳୟରେ ସେ ଇସ୍ତଫା ପତ୍ର ଦେବା ବେଳେ ଦଳର ଉପସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ । ଲୋକସଭା  ନିର୍ବାଚନରେ ଟିକେଟ ବଣ୍ଟାକୁ  ନେଇ ସୁବାସ ଅସନ୍ତୁଷ୍ଟ ଥିଲେ । ତାଙ୍କୁ ଏହାପରେ ଦଳର ଉପସଭାପତି ପଦ ଦିଆଯାଇଥିଲା ।

ଗତ ନିର୍ବାଚନରେ ସେ ବରଗଡ  ଲୋକସଭା ନିର୍ବାଚନରେ କମ୍‌ ଭୋଟ୍‌ ବ୍ୟବଧାନରେ ହାରିଥିଲେ। ଚଳିତ ଥର ସେ ବରଗଡ ଲୋକସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ । ମାତ୍ର ଦଳ ତାଙ୍କୁ ଟିକେଟ ଦେଇ ନଥିଲା । ଏବେ ବିଜେପି ଗୋଟିଏ ଲୋକର କଥାରେ ଚାଲୁଥିବା କଥା ସୁବାସ ଇସ୍ତଫା ଦେବା ପରେ  ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories