www.samajalive.in
Sunday, December 14, 2025
19.1 C
Bhubaneswar

କାଦୁଆ ଆଶ୍ରମରେ ଗାନ୍ଧୀ ଜୟନ୍ତୀ ପାଳିତ

ସୁଆଣ୍ଡୋ : ସାକ୍ଷୀଗୋପାଳ କାଦୁଆ ଆଶ୍ରମରେ ଗାନ୍ଧୀ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି। ଦ୍ୱାରିକା ନାଥ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ସନ୍ଧ୍ୟା ରାଣୀ ଆଚାର୍ଯ୍ୟ ବିଜୟଲକ୍ଷ୍ମୀ ଆଚାର୍ଯ୍ୟ ଜୟଶ୍ରୀ ଆଚାର୍ଯ୍ୟ ଗୋପବନ୍ଧୁ ସ୍ମୁତିପରିଷଦ ପକ୍ଷରୁ ସଭାପତି ଧୀରେନ୍ଦ୍ର ନାଥ ଦାସ ଭାରତ ବିକାଶ ପରିଷଦ ଓ ଗୋପବନ୍ଧୁ ମିଶନ ପକ୍ଷରୁ ଦେବାଶିଷ ମିଶ୍ର ସତ୍ୟବାଦୀ ଦାଶ ନୀଳକଣ୍ଠ ବାରିକ ଉପେନ୍ଦ୍ର ବିଶ୍ୱାଳ ସୁଶାନ୍ତ ରଥ ପ୍ରମୁଖ ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ସୂତ୍ର ମାଲ୍ୟାର୍ପଣ ପୁଷ୍ପ ଅର୍ପଣ କରି ସ୍ମୁତି ଚାରଣ କରିଥିଲେ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories