ପଦ୍ମପୁର : ପଦ୍ମପୁରକୁ ଜିଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ସଚେତନ ନାଗରିକ କମିଟି ପକ୍ଷରୁ ପକ୍ଷରୁ ଏହି ବନ୍ଦ ଡ଼ାକରା ଦିଆଯାଇଛି। ବନ୍ଦ ଡ଼ାକରାକୁ ସ୍ଥାନୀୟ ୩୨ଟି ସଂଗଠନ ସମର୍ଥନ କରୁଛି। ଦୋକାନ, ବଜାର ବନ୍ଦ ହୋଇଛି। ଗାଡ଼ି ଚଳାଚଳ ବନ୍ଦ ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖାଯାଉଛି। ବନ୍ଦକୁ ନଜରରେ ରଖି ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।
Popular Categories



