www.samajalive.in
Sunday, December 7, 2025
14.1 C
Bhubaneswar

ସମ୍ବଲପୁର​‌ରେ ୩ଘଣ୍ଟିଆ ଚକାଜାମ ଆନ୍ଦୋଳନ

ସମ୍ବଲପୁର: ଚାଷୀ ସଙ୍ଗଠନ ପକ୍ଷରୁ ସମ୍ବଲପୁରରେ ୩ଘଣ୍ଟିଆ ଚକାଜାମ ଆନ୍ଦୋଳନ କରାଯାଇଛି। ଫସଲ ବୀମା ରାଶି ପ୍ରଦାନରେ ଅନିୟମିତତା ଓ ବିଳମ୍ବର ପ୍ରତିବାଦରେ ଏହି ଆନ୍ଦୋଳନ ଦିଆଯାଇଛି। ଏହି ଆନ୍ଦୋଳନରେ ଜାତୀୟ ରାଜପଥରେ ୧୭ଟି ସ୍ଥାନରେ ଚକାଜାମ କରାଯାଇଛି। ଆନ୍ଦୋଳନରେ ୪୦ଟି ଚାଷୀ ସଙ୍ଗଠନ ଭାଗ ନେଇଥିବା ଜଣାପଡିଛି। ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ୩ଘଣ୍ଟା ଚାଷୀ ଓ ମାଲ ପରିବହନ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ତେବେ ଆମ୍ବୁଲାନ୍ସ ଓ ଦମକଳ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories