www.samajalive.in
Saturday, December 6, 2025
14.1 C
Bhubaneswar

ସୋମବାର ବିଜେପି ପଦାଧିକାରୀ ବୈଠକ

ଭୁବନେଶ୍ୱର: ସୋମବାର ବସୁଛି ରାଜ୍ୟ ବିଜେପିର ପଦାଧିକାରୀ ବୈଠକ। ଆଗାମି ସାଧାରଣ ନିର୍ବାଚନ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରିବାକୁ ଆଲୋଚନା ହେବ। ଏଥିପାଇଁ ଓଡ଼ିଶାରେ ପହଂଚିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ଏବଂ ସହ ପ୍ରଭାରୀ। ରବିବାର ରାଜ୍ୟ କାର୍ଯ୍ୟାଳୟରେ ପହଂଚିବା ପରେ ଶୀର୍ଷ ନେତାଙ୍କ ସହ ଆଲୋଚନା କରିଥିଲେ। ବିଜୟ ପାଲ ସିଂ ତୋମାରଙ୍କ ସହିତ ସହ ପ୍ରଭାରୀ ଲତା ଉସେଣ୍ଡି ମଧ୍ୟ ଓଡିଶା ଆସିଛନ୍ତି । ଉଭୟ ନେତା ଏଥର ରାଜ୍ୟରେ ବିଜେପିର ସରକାର ସୁନିଶ୍ଚିତ ବୋଲି ଦୃଢୋକ୍ତି ବାଢ଼ିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories