www.samajalive.in
Saturday, December 6, 2025
14.1 C
Bhubaneswar

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୧୫ରୁ ଉର୍ଦ୍ଧ୍ବ ସ୍ବତନ୍ତ୍ର ଟ୍ରେନ୍

ପୁରୀ : ପୁରୀ ରଥଯାତ୍ରା ପାଇଁ ୩୧୫ରୁ ଉର୍ଦ୍ଧ୍ବ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ସହ ପଡୋଶୀ ରାଜ୍ୟରୁ ପୁରୀକୁ ଟ୍ରେନ୍ ଗଡିବ । ବାଦାମପାହାଡ, ରାଉରକେଲା, ବାଲେଶ୍ବର, ସମ୍ବଲପୁରରୁ ସ୍ବତନ୍ତ୍ର ଟ୍ରେନ୍ ଗଡିବ । ଦଶପଲ୍ଲା, ପାରାଦୀପ, ଜୁନାଗଡ ରୋଡରୁ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍ ଯାତ୍ରା କରିବ । ସେହିଭଳି କେନ୍ଦୁଝରଗଡ, ଭଦ୍ରକ, ଅନୁଗୁଳ, ଗୁଣୁପୁର, ବାଙ୍ଗିରିପୋଷି ଓ ଖୋର୍ଦ୍ଧା ରୋଡ, ଛତିଶଗଡର ଜଗଦଲପୁର ଓ ରାୟପୁର, ବିଶାଖାପାଟଣା, ପଲାସା, ସମପେଟା, ମାଲଦା, ସିଆଲଦାରୁ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍ ଗଡିବ ।

ରଥଯାତ୍ରା ପ୍ରସ୍ତୁତି: ପୁରୀକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଖୋଲିବ ଆଶୁଚିକିତ୍ସା କେନ୍ଦ୍ର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories