ରଥଯାତ୍ରା ପ୍ରସ୍ତୁତି: ପୁରୀକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଖୋଲିବ ଆଶୁଚିକିତ୍ସା କେନ୍ଦ୍ର
ପୁରୀ : ଘୋଷଯାତ୍ରା ସମୟରେ ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସେଠାରେ ଜଣେ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଏବଂ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖାଯିବ। ସମସ୍ତ ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଦୁର୍ଘଟଣା ଭଳି ଆପାତକାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସ ରଖାଯିବ। ସମଗ୍ର ଜିଲାରେ ୪୯ଟି ଘରୋଇ ଆମ୍ବୁଲାନ୍ସ ଏବଂ ୫୦ଟି ୧୦୮ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ … Continue reading ରଥଯାତ୍ରା ପ୍ରସ୍ତୁତି: ପୁରୀକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଖୋଲିବ ଆଶୁଚିକିତ୍ସା କେନ୍ଦ୍ର
Copy and paste this URL into your WordPress site to embed
Copy and paste this code into your site to embed