ସୋର: ଲୁହା ପାଇପରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଖଇରା ଥାନା ବିଷ୍ଣୁପୁର ଗାଁରେ ପାଇପ ଲାଇନ କାମବେଳେ ଏଭଳି ଅଘଟଣ ଘଟିଛି। ଚାଷ ଜମି ପାଇଁ ପାଇପ ବିଛାବେଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଶ୍ରମିକ ରାଜସ୍ଥାନର ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୁଲିସର ତଦନ୍ତ ଜାରି ରଖିଛି।
Popular Categories



