ଏମିତି ସାପର ମୁଣ୍ଡକୁ ଧରିପକାଇଲେ ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ସାପର ଭିଡିଓ ଏବେ ଭାଇରାଲ ହେଉଛି । ଏଥିରେ ଜଣେ ବ୍ୟକ୍ତି ଏକ ସାପକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସାପଟି ଭୂମିରେ ଏପଟ ସେପଟ ହେଉଛି । ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରାଯାଇଛି ।

 

View this post on Instagram

 

A post shared by Mike Holston (@therealtarzann)

ଭିଡିଓରେ ସାପଟି ଭୂମିରେ ସଲୁଥିବା ନଜର ଆସୁଛି ଏବଂ ଜଣେ ବ୍ୟକ୍ତି ତାକୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି । ବ୍ୟକ୍ତି ଜଣକ ତା ମୁଣ୍ଡକୁ ଧରିବା ପାଇଁ ପ୍ରୟାସ କରି ଶେଷରେ ସଫଳ ହେଉଛନ୍ତି । ଏହି ଭିଡିଓକୁ ୪୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ସମସ୍ତେ ଏହାକୁ ପସନ୍ଦ କରିବା ସହ ସେୟାର କରୁଛନ୍ତି । ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ଲୋକେ ।

Comments are closed.