Patra electronics

ମନ୍ଦିର ଭିତରେ ପଶି ମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

0

ବ୍ରହ୍ମପୁର: ବ୍ରହ୍ମପୁର ସହରଠାରୁ ପ୍ରାୟ ୧୨ କିମି ଦୂରତାରେ ଥିବା ପଞ୍ଚମା ସିଦ୍ଧି ବିନାୟକ ମୂର୍ତ୍ତିଟିକୁ ଗତକାଲି ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଆଜି ସକାଳେ ଗ୍ରାମବାସୀ ଓ ପୂଜକମାନେ ମୂର୍ତ୍ତିଟିକୁ ଭଙ୍ଗାରୁଜା ଅବସ୍ଥାରେ ଦେଖି ଏହାକୁ ମରାମତି କରିଥିଲେ । ଏହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply