www.samajalive.in
Friday, December 5, 2025
20.1 C
Bhubaneswar

ଏମିତି କବାଟ ଥିଲେ ହୋଇଯିବେ କାଙ୍ଗାଳ..

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ମାତ୍ର ଏପରି କେତେକ କାର୍ଯ୍ୟ ମଧ୍ୟ ରହିଛି, ଯାହାର ଅଣଦେଖା କରିବା ଦ୍ୱାରା ଧନର ଅଭାବ ହେବା ସହ କାଙ୍ଗାଳ କରିଥାଏ।
ବାସ୍ତୁ ଅନୁଯାୟୀ, ଘରର ମୁଖ୍ୟ କବାଟ ଧାର୍ମିକ ଦୃଷ୍ଟି କୋଣରୁ ଏହାର ଖୁବ ମହତ୍ତ୍ୱ ରହିଛି।
ଘରର ମୁଖ୍ୟ ଦରଜା ଭଙ୍ଗାତୁଟା ଥିଲେ କିମ୍ବା ନଷ୍ଟ ହୋଇଥିଲେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ।
ଘରର କବାଟ ସଠିକ୍‌‌ ନଥିଲେ,ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ।
ଏଭଳି କବାଟ ଥିଲେ ଧନର ଅଭାବ ଲାଗି ରହିବା ସହ କରଜ ପିଛା ଛାଡିନଥାଏ।

ଏଭଳି କବାଟ ଥିଲେ, କରଜ ଲାଗି ରହିଥିବା ସହ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ତେଣୁ ମୁଖ୍ୟ କବାଟ ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ।
ମୁଖ୍ୟ ଦରଜା ଅପରିଷ୍କାର ହେଲେ ତୁରନ୍ତ ଏହାକୁ ସଫା କରନ୍ତୁ।
ମୁଖ୍ୟ ଦରଜା ଅପରିଷ୍କାର ରହିଲେ, ଏହା ଦୁର୍ଭାଗ୍ୟର କାରଣ ପାଲଟିଥାଏ।
ନିୟମିତ ସନ୍ଧ୍ୟାରେ ମୁଖ୍ୟ ଦରଜା ନିକଟରେ ଦୀପ ଲଗାଇଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ପ୍ରାପ୍ତି ହୋଇଥାଏ। ଧନର ଅଭାବ ମଧ୍ୟ ଦୂର ହୋଇଥାଏ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories