www.samajalive.in
Monday, December 15, 2025
26.1 C
Bhubaneswar

ମୋଷ୍ଟ ଓ୍ୱାଣ୍ଟେଡ୍‌ ମାଓ ନେତାଙ୍କ ମାଆଙ୍କର ଶେଷକୃତ୍ୟ ସମ୍ପନ୍ନ କଲେ ଥାନା ଅଧିକାରୀ

ମାଲକାନଗିରି- ଓଡିଶା-ଛତିଶଗଡ଼ ତେଲେଙ୍ଗାନା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମୋଷ୍ଟ ୱାଣ୍ଟେଡ ଘୋଷିତ ମାଓ ନେତା କାଜୁରି ପାଣ୍ଡାନା ଓରଫ ଜଗନ୍‌ଙ୍କ ମାଆଙ୍କର ଦେହାନ୍ତ ହୋଇଛି । ଏହି ଖବର ପାଇଁ ସେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଆସିପାରି ନଥିଲେ । ଗ୍ରାମବାସୀମାନେ ମଧ୍ୟ ଭୟଭୀତ ଥିଲେ । ଖବର ପାଇବା ପରେ ସିଲେରୁ ଥାନା ଅଧିକାରୀ ରାମାକୃଷ୍ଣା ଗ୍ରାମରେ ପହଞ୍ଚି ଜଗନଙ୍କ ମାଆ ସୀତା ଆଗାଙ୍କର ଶେଷକୃତ ସମ୍ପନ୍ନ ପାଇଁ ବ୍ୟବସ୍ଥା କରିଥିଲେ ।

ଶ୍ମଶାନକୁ ନେବାର ବ୍ୟବସ୍ଥା କରିବା ସହ ଗ୍ରାମବାସୀଙ୍କ ସହାୟତାରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଏହା ସହ ପରିବାରର ଲୋକଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories