www.samajalive.in
Saturday, December 6, 2025
14.1 C
Bhubaneswar

ଏହି ଗୋଟିଏ ଭୁଲ୍‌‌ ପାଇଁ ହୋଇଥାଏ ଧନହାନୀ, ଅଭ୍ୟାସ ବଦଳାଇଲେ ହେବ ଧନର ବର୍ଷା..

ଅଧିକାଂଶ ଲୋକଙ୍କ ଘର ସାମ୍ନାରେ ଚଉକାଠ ନିକଟରେ ଜୋତା ଚପଲ ଏଣେତେଣେ ପଡିଥିବା ସହ ଜୋତା ଚପଲ ଓଲଟା ହୋଇ ପଡିଥିବା ମଧ୍ୟ ଦେଖାଯାଏ। ମାତ୍ର ଏହାଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ।

ବିଭିନ୍ନ ପୁରାଣ ଓ ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ, ଯେଉଁବ୍ୟକ୍ତି ବିଶେଷମାନେ ଘରର ଚଉକାଠ ନିକଟରେ ଚପଲ, ଜୋତା ରଖିଥାଆନ୍ତି,ସେମାନଙ୍କୁ ଜୀବନରେ କି କି ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଜାଣନ୍ତୁ..

- Advertisement -

ଘରର ଚଉକାଠ ନିକଟରେ ଜୋତା ଚପଲ ଆଦି ଯେଉଁମାନେ ରଖନ୍ତି ସେହି ଘରେ ସର୍ବଦା ଧନର ଅଭାବ ଲାଗି ରହିଥାଏ। ବିଷ୍ଣୁ ପୁରାଣ ଅନୁଯାୟୀ, ସାରା ଦିନରେ ୭ ଥର ମା’ଲକ୍ଷ୍ମୀ ଦ୍ୱାର ନିକଟକୁ ଆସି ଥାଆନ୍ତି। ମାତ୍ର ଜୋତା ଚପଲ ଏଭଳି ରହିଥିଲେ ମା’ଲକ୍ଷ୍ମୀ ସେଠାରୁ ଫେରି ପଳାଇ ଥାଆନ୍ତି। ଏହି ଅଭ୍ୟାସ ବଦଳାଇଲେ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ।

ଆଦୌ ଧନର ଅଭାବ ହୋଇନଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଗୃହରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ସମସ୍ତ ଅଭାବ ଦୂର ହୋଇଥାଏ। ମାତ୍ର ଅନେକ ଲୋକେ ଏହି ସାମାନ୍ୟ କଥା ପ୍ରତି ଧ୍ୟାନ ଦେଇନଥାଆନ୍ତି। ଫଳରେ ଘରେ ଧନର ଅଭାବ ଲାଗି ରହିଥାଏ। ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହୋଇଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories