ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ମୈତ୍ରୀ ବିହାରରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣାର ଗୁରୁବାର ପର୍ଦ୍ଦାଫାଶ ହୋଇଛି। ସ୍ୱାମୀ ନିଜ ସ୍ତ୍ରୀକୁ ପିଟିପିଟି କରିଥିଲା ହତ୍ୟା। ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ତ୍ରୀ ମୃତଦେହ ସହ ୩ ଦିନ ରହିଥିଲା ସ୍ୱାମୀ। ହତ୍ୟା କରିବା ପରେ ମୃତଦେହ ବନ୍ଦ ଘର ଭିତରେ ରଖିଥିଲା। ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
Popular Categories



