www.samajalive.in
Saturday, December 6, 2025
15.1 C
Bhubaneswar

ସାର୍ଟ ବୋତାମ ସହ ଜଡିତ କିଛି ସଙ୍କେତ

ହିନ୍ଦୁ ସମାଜରେ କିଛି ଏପରି ମାନ୍ୟତା ରହିଛି ଯାହା ବ୍ୟକ୍ତିଙ୍କୁ ଶୁଭ ଓ ଅଶୁଭର ସଙ୍କେତ ଦେଇଥାଏ। କ୍ଷୀର ପଡିଯିବା, ବିଲେଇ ରାସ୍ତା କାଟିବା ପରି କଥା ତ ସମସ୍ତେ ଜାଣିଛନ୍ତି। କିନ୍ତୁ ଆପଣଙ୍କ ସାର୍ଟର ବୋତାମ ସହ ମଧ୍ୟ ଅନେକ ସଙ୍କେତ ଜଡିତ ହୋଇ ରହିଛି। ଏହା ଅନେକ ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ସେ ସବୁ କ’ଣ ..

ବାସ୍ତୁଶାସ୍ତ୍ର ଅନୁସାରେ, ଯଦି କୌଣସି ବ୍ୟକ୍ତି ସାର୍ଟ ପିନ୍ଧି ବୋତାମ ଦେବା ବେଳେ ତାହା ଭୁଲ ସ୍ଥାନରେ ଲାଗିଯାଏ ତେବେ ତାହା ଅଶୁଭ ସଙ୍କେତ ଦେଇଥାଏ। କୁହାଯାଇଛି ଯେ, ଏପରି ହେବା ଦ୍ବାରା ଠିକ କାମ ଖରାପ ଦିଗକୁ ଗତି କରେ। ତେଣୁ ଏହି ଅଶୁଭରୁ ବର୍ତ୍ତିବା ପାଇଁ ସାର୍ଟକୁ ସମ୍ପୁର୍ଣ୍ଣ ଭାବେ ଖୋଲି ସଠିକ ସ୍ଥାନରେ ବୋତାମ ଲଗାଇ ପିନ୍ଧନ୍ତୁ।

- Advertisement -

ଯଦି ରାସ୍ତାରେ ଯିବା ବେଳେ ବୋତାମ ଛିଣ୍ଡି ତଳେ ପଡି ଯିବାର ମିଳେ ତେବେ ତାହା ଶୁଭ ଅଟେ। ଏପରି ହେବା ଦ୍ବାରା ଆପଣ ନୂଆ ବନ୍ଧୁତା କରିବାର ସମ୍ଭାବନା ରହିଛି।

ଯଦି କୌଣସି ବ୍ୟକ୍ତିଙ୍କ ବୋତାମ ଭାଙ୍ଗି ସାର୍ଟରେ ଲାଗି ରହିଥିବାର ଦେଖୁଛନ୍ତି ତେବେ ତାହା ଶୁଭ ସଙ୍କେତ ହୋଇଥାଏ। ଏପରି ହେବା ଦ୍ବାରା କୌଣସି ଶୁଭ ଖବର ମିଳିବାର ସମ୍ଭାବନା ରହିଛି। ଏହାସହ ଆପଣଙ୍କ ସହ ଦେଖା କରିବାକୁ କୌଣସି ପ୍ରିୟଜନ ଆସିବାର ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories