www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ ; ମାତ୍ର କିଛି ସେକେଣ୍ଡରେ ଶିକାରୀ କୁମ୍ଭୀରକୁ କେମିତି ଶିକାର କଲା ସାର୍କ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଜୀବଜନ୍ତୁଙ୍କ ଅନେକ ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ। କୁମ୍ଭୀରକୁ ପାଣିର ଭୟଙ୍କର ଶିକାରୀ ବୋଲି କୁହାଯାଏ। ନିକଟରେ ଭାଇରାଲ୍‌ ହେଉଥିବା କୁମ୍ଭୀର-ସାର୍କର ଏକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ମାତ୍ର ଶିକାରୀ କୁମ୍ଭୀରକୁ କେବେ ଶିକାର ହେବା ଦେଖିଛନ୍ତି କି?
ଭିଡିଓର ଆରମ୍ଭ ଦେଖିପାରିବେ, ଏକ ସମୁଦ୍ର କୂଳରେ କୁମ୍ଭୀରଟି ପାଣିରେ ଓଲଟା ହୋଇ ପଡି ରହିଛି । ପ୍ରଥମେ ଦେଖିଲେ ଏପରି ମନେ ହେବ, ଯେପରି କୁମ୍ଭୀରଟି ମରି ପଡିଛି । ସେହି ସମୟରେ ଶିକାର ଖୋଜି ଖୋଜି ସମୁଦ୍ର କୂଳରେ ଏକ ସାର୍କ ଦେଖାଯାଉଛି । ସାର୍କଟି ଦ୍ରୁତ ଗତିରେ କୁମ୍ଭୀର ଆଡକୁ ବଢିବା ସହ ଥରକେ କୁମ୍ଭୀରକୁ ପାଟିରେ ଭର୍ତ୍ତି କରି ଦେଉଛି ।


ସାର୍କ କୁମ୍ଭୀରକୁ ପାଟିରେ ଧରିବା ମାତ୍ରେ କୁମ୍ଭୀର ଛଟପଟ ହେଉଥିବା ଦେଖାଯାଉଛି । କୁମ୍ଭୀର ସାର୍କ ଠାରୁ ନିଜ ଜୀବନ ରକ୍ଷା କରି ପାରୁ ନାହିଁ । କୁମ୍ଭୀରକୁ ପାଟିରେ ଭର୍ତ୍ତି କରି ସାର୍କ ସେଠାରୁ ସମୁଦ୍ର ଭିତରକୁ ପଳାଉଥିବା ଦେଖାଯାଉଛି ।

୧୮ ବର୍ଷ ପରେ ମଙ୍ଗଳ-କେତୁଙ୍କ ଶକ୍ତିଶାଳୀ ଯୋଗ; ଜୁନ୍‌ରେ ଏହି ରାଶି ହେବେ ଧନୀ, ବଢିବ ଦରମା, ମିଳିବ ସବୁଥିରେ ସଫଳତା

- Advertisement -

ଆଶ୍ୱସ୍ତି ; କମିଲା ସୁନା , ୨ ହଜାର କମିଲା ଦାମ୍‌!

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories