ଆଶ୍ୱସ୍ତି ; କମିଲା ସୁନା , ୨ ହଜାର କମିଲା ଦାମ୍‌!

ଭୁବନେଶ୍ୱର : ସାମାନ୍ୟ ଆଶ୍ୱସ୍ତି । କମିଲା ସୁନା ଦର । ମେ’ ୨୬ ଅର୍ଥାତ୍‌ ସୋମବାର ହ୍ରାସ ପାଇଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୭,୬୪୦ ଟଙ୍କା ରହିଛି । ଗତକାଲି ଏହା ୯୮,୦୮୦ ଟଙ୍କା ଥିଲା । ଏଥିରେ ୪୪୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୯,୫୦୦ ରହିଛି । ଗତକାଲି ଏହା ୮୯,୯୦୦ ଥିଲା । ଏଥିରେ … Continue reading ଆଶ୍ୱସ୍ତି ; କମିଲା ସୁନା , ୨ ହଜାର କମିଲା ଦାମ୍‌!