ପ୍ରସିଦ୍ଧ  ହାସ୍ୟ କଳାକାର ଶାମୀ ଆଣ୍ଟିଙ୍କର ପରଲୋକ

0

ନୂଆଦିଲ୍ଲୀ:  ପ୍ରସିଦ୍ଧ ହାସ୍ୟ କଳାକାର ଶାମୀ ଆଣ୍ଟିଙ୍କର ପରଲୋକ ହୋଇଯାଇଛି । ୮୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘଦିନ ଧରି ସେ ବାର୍ଦ୍ଧ୍ୟକ ଜନିତ ରୋଗରେ ପୀଡିତ ଥିଲେ । ସେ ଶିରି ପରହାଦ କି ତୋ ନିକଲି ପଡି ସିନେମାରେ ଶେଷ ଥର ପାଇଁ ଅଭିନୟ କରିଥିଲେ । ଶାମୀଙ୍କ ପରଲୋକରେ  ଅମିତାଭ ବଚନ ବି ଶୋକ ବ୍ୟକ୍ତି କରିଛନ୍ତି । ସେ ଜଣେ ଅତି ଉଚ୍ଚ କୋଟୀର କଳାକାର ଥିଲେ ବୋଲି ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଶାମୀଙ୍କର ଅସଲିନାମ ନର୍ଗିସ୍‌ ରାବଦୀ ଥିଲା । ମାତ୍ର ଅଭିନୟ ଦୁନିଆକୁ ଆସିବା ପରେ ସେ ଶାମୀ ଆଣ୍ଟି ନାମରେ ପରିଚିତ ହୋଇଥିଲେ ।

Leave A Reply