www.samajalive.in
Saturday, December 6, 2025
14.1 C
Bhubaneswar

ରୋଷେଇ ଘରେ ଏହି ଭୁଲ୍ କଲେ ; କ୍ରୋଧ କରନ୍ତି ଶନିଦେବ..

ରୋଷେଇ ଘରେ କାମ କରିବା ସମୟରେ ଅନେକ ସମୟରେ କିଛି ନା କିଛି ଜିନିଷ ହାତରୁ ଖସି ତଳେ ପଡିଯାଇଥାଏ। କେତେବେଳେ ବାସନ ତ କେତେବେଳେ ଅନେକ ଜିନିଷ।
ମାତ୍ର ଏହାକୁ ଅଧିକାଂଶ ଗୁରୁତର ସହ ନିଅନ୍ତି ନାହିଁ। ମାତ୍ର ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ନେଇ କିଛି ନିୟମ ବର୍ଣ୍ଣନା କରାଯାଇଛି।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଜିନିଷ ହାତରୁ ଖସିବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଜୀବନରେ କିଛି ସମସ୍ୟା ଆସିବାର ଏହା ସଙ୍କେତ ଦେଇଥାଏ।

ଚମକି ପଡିବେ ; ଜାଣନ୍ତୁ କେଉଁଠି ମିଳୁଛି ସୁନା-ଚାନ୍ଦିର ଗୁପଚୁପ, ଦେଖନ୍ତୁ ଭିଡିଓ..

- Advertisement -

ରୋଷେଇ ଘରେ କଦାପି ହାତରୁ ଲୁଣ ଖସିବାକୁ ଦିଅନ୍ତୁ ନାହିଁ। ଲୁଣ ଚନ୍ଦ୍ର ଓ ଶୁକ୍ର ଗ୍ରହଙ୍କ ପ୍ରତିନିଧିତ୍ୱ କରିଥାଏ। ତେଣୁ ରୋଷେଇ ଘରେ ଲୁଣ ହାତରୁ ଖସିବା ଅଶୁଭ ବୋଲି କୁହାଯାଏ। ଜୀବନରେ କୌଣସି ସମସ୍ୟା ଆସିବାର ଏହା ସୂଚନା ଦେଇଥାଏ।
ରୋଷେଇ ଘରେ ହାତରୁ କଦାପି କ୍ଷୀର ଖସାନ୍ତୁ ନାହିଁ। କ୍ଷୀର ସମ୍ବନ୍ଧ ଚନ୍ଦ୍ର ସହ ରହିଛି। ତେଣୁ ହାତରୁ କ୍ଷୀର ଖସିବା ଦ୍ୱାରା ଜାତକରେ ଚନ୍ଦ୍ର ଦୁର୍ବଳ ହେବାର ସଙ୍କେତ ଦେଇଥାଏ।
ସୋରିଷ ତେଲକୁ କଦାପି ହାତରୁ ଖସାନ୍ତୁ ନାହିଁ। ସୋରିଷ ତେଲ ଶନିଦେବଙ୍କ ସହ ଜଡିତ।
ମାନ୍ୟତା ଅନୁସାରେ ରୋଷେଇ ଘରେ ସୋରିଷ ତେଲ ହାତରୁ ଖସିବା ଅଶୁଭ ସଙ୍କେତ। ଏହାଦ୍ୱାରା ଶନିଦେବ ଅସନ୍ତୁଷ୍ଟ ହୋଇଥାଆନ୍ତି, ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ଏହି ୩ଟି ଗଛ ; ଖାଲି ହେବ ପର୍ସରୁ ଟଙ୍କା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories