ଚମକି ପଡିବେ ; ଜାଣନ୍ତୁ କେଉଁଠି ମିଳୁଛି ସୁନା-ଚାନ୍ଦିର ଗୁପଚୁପ, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ଗୁପଚୁପ ନାଁ ଶୁଣିବା ମାତ୍ରେ ଅଧିକାଂଶଙ୍କ ପାଟିରୁ ଲାଳ ବାହାରେ। ବିଭିନ୍ନ ସ୍ଥାନ ନେଇ ଏହାର ଭିନ୍ନ ଭିନ୍ନ ନାଁ ଯେପରି ପାନିପୁରୀ, ଫୁଲକୀ, ପୁଚକା, ଗୋଲଗପ୍ନେ ରହିଛି। ଲୋକେ ବାହାରକୁ ଯିବା ମାତ୍ରେ ଚଟପଟା ଖାଦ୍ୟ ତାଲିକାରେ ପ୍ରାୟତଃ ଗୁପଚୁପ ଖାଇବାକୁ ପସନ୍ଦ କରି ଥାଆନ୍ତି। ସାଧାରଣତଃ ଏହାକୁ ତେନ୍ତଳି ପାଣି, ପୁଦିନା ପାଣି କିମ୍ବା ଖଟାମିଠା ପାଣି ସହ ଖିଆଯାଏ। ଗୁପଚୁପ ଭିତରେ ଥାଏ ଆଳୁର ଚଟପଟି ଚଟଣି। ମାତ୍ର ଗୁଜୁରାଟର … Continue reading ଚମକି ପଡିବେ ; ଜାଣନ୍ତୁ କେଉଁଠି ମିଳୁଛି ସୁନା-ଚାନ୍ଦିର ଗୁପଚୁପ, ଦେଖନ୍ତୁ ଭିଡିଓ..