www.samajalive.in
Saturday, December 6, 2025
14.1 C
Bhubaneswar

ଗରିବ ମେଧାବୀ ବିଦ୍ୟାର୍ଥୀକୁ ସାହାଯ୍ୟର ହାତ ବଢାଇଲା ‘ସହାନୁଭୂତି’

ସାରନଗରୀ :  ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଠିତ ସାମାଜିକ ସଂଗଠନ ସହାନୁଭୂତି  ପକ୍ଷରୁ ୨୦୨୨ ଶିକ୍ଷାବର୍ଷରେ ସର୍ବୋଚ୍ଚ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା  ମେଧାବୀ ଗରିବ ଛାତ୍ରୀ ଶିବାନୀ ବେହେରାଙ୍କୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲ।। ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କର୍ପୁରମ ରଥ ସଭାପତିତ୍ୱ କରିଥିଲେ । ଗୁରୁକୃପା ହିଁ ଶିଷ୍ୟକୁ ସଫଳତାର ଶିର୍ଷକୁ ନେଇଥାଏ ବୋଲି  ସଭାରେ ମତପ୍ରକାଶ ପାଇଥିଲ।। ମଂଚ ପରିଚାଳନା ଭାଗବତ ପ୍ରସାଦ ଦାସ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ବିପିନ କୁମାର ସିହ୍ନା ସମେତ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବେହେରା,ଏଲିଜାବେଥ ଟୋପ୍ନୋ,ପଲ୍ଲୀଶ୍ରୀ ଜେନା,ଜଷ୍ଠା କୁଜୁର,ସୁଷମା ସାମଦ,କୌଳାସ ଚନ୍ଦ୍ର ପଣ୍ଡା,ଦେବଦତ ଜେନା,ସୁନୀଲ ପ୍ରଧାନ ଉପସ୍ଥିତ ଥିଲେ । ଅନୁଷ୍ଠାନର ସଭାପତି ସାରଦା ପ୍ରସାଦ ତ୍ରିପାଠୀ,ସମ୍ପାଦକ ସୁଶାନ୍ତ କୁମାର ସାମଲ,ରଶ୍ମୀ ରଂଜନ ମୁଦୁଲି,ସୁଶାନ୍ତ କୁମାର ପ୍ରଧାନ,ସଂଜୟ କୁମାର ମଲ୍ଲିକ,ହେମନ୍ତ କୁମାର ସିଂ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories