www.samajalive.in
Saturday, December 6, 2025
14.1 C
Bhubaneswar

ଯାନବାହାନ ଫିଟନେସ ପାଇଁ ସ୍ଲଟ ମିଳୁନାହିଁ; ଗାଡ଼ି ମାଲିକ ଚିନ୍ତାରେ

ପାଟଣା : ସଂପ୍ରତି ଯାନବାହାନ ପାଇଁ ଚାଳକ ପ୍ରମାଣପତ୍ରଠାରୁ ଆରମ୍ଭ କରି ଗାଡି ପଞ୍ଜିକରଣ, ଫିଟନେସ ଇତ୍ୟାଦି ପାଇଁ ଅନଲାଇନରେ କାମ ହେଉଛି । ଏପରିକି ଫିଟନେସ ପାଇଁ ଆବେଦନ ସହ ଅର୍ଥ ପଇଠ କରାଯିବାର ମାସକ ପରେ ମଧ୍ୟ ଗାଡ଼ି ମାଲିକଙ୍କୁ ସ୍ଲଟ ମିଳୁନଥିବା ଅଭିଯୋଗ ହୋଇଛି । ଫିଟନେସ ଅବଧି ପୂର୍ଣ୍ଣ ହେବା ପୂର୍ବରୁ ଅର୍ଥ ପଇଠ ସତ୍ତ୍ୱେ ସ୍ଲଟ ମିଳୁନଥିବା କାରଣରୁ ଗାଡି ମାଲିକମାନେ ଚିନ୍ତାରେ ରହିଛନ୍ତି । ଯଦି ଫିଟନେସ ନଥିବା ସମୟରେ ଯାନବାହାନ ଦୁର୍ଘଟଣା ଘଟି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ମାଲିକମାନେ ପ୍ରଶ୍ନ ଉଠାଇଛନ୍ତି। ପରିବହନ ବିଭାଗ ସମସ୍ୟାର ସମାଧାନ କରିବାକୁ ମତ ପ୍ରକାଶ ପାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories