www.samajalive.in
Saturday, December 6, 2025
15.1 C
Bhubaneswar

ମାଁ ଅମୃତାଙ୍କ ଏହି ଦୁଇଟି ସିନେମାରେ ଅଭିନୟ କରିବାକୁ ଇଛୁକ ସାରା ଅଲ୍ଲୀ ଖାନ୍

ମୁମ୍ବଇ : ବର୍ଷ ୨୦୧୮ ସାରା ଅଲ୍ଲୀ ଖାନଙ୍କ ପାଇଁ ବେଶ୍ ଶୁଭପ୍ରଦ ସାବ୍ୟସ୍ତ ହୋଇଥିଲା। ଚଳଚ୍ଚିତ୍ର ‘କେଦାରନାଥ’ ମାଧ୍ୟମରେ ସେ ବଲିଉଡ଼ରେ ପାଦ ଥାପିଥିଲେ। ଯାହାକୁ ଦର୍ଶକ ମାନେ ବେଶ୍ ପସନ୍ଦ କରିଥିଲେ। ପରେ ତାଙ୍କ ଅଭିନୀତ ସିନେମା ‘ସିମ୍ବା’ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ଏହି ଦୁଇଟି ଚଳଚ୍ଚିତ୍ର ହିଟ୍ ହେବାପରେ ବଲିଉଡରେ ଦିନକୁ ଦିନ ତାଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି।

courtesy-bollywood hungama

କିଛିଦିନ ପୂର୍ବେ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସାରା ତାଙ୍କ ମାଆ ଅମୃତାଙ୍କ ଅଭିନୀତ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଇଛୁକ ଥିବା କହିଥିଲେ। ସେ ତାଙ୍କ ମାଁଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚମେଲି କି ସାଦି’ ଏବଂ ‘ଆଇନା’ରେ କାମ କରିବାକୁ ଇଛୁକ ଥିବା କହିଥିଲେ। ସେ କହିଥିଲେ- ମୁଁ ଯେତେ ଭଲ ଅଭିନୟ କଲେ ମଧ୍ୟ ମାଁଙ୍କ ସ୍ଥାନ କେବେ ହେଲେ ନେଇ ପାରିବି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories