ଛାତ୍ରୀଙ୍କୁ ଯୋଗାଇ ଦିଆଯିବ ମାଗଣା ସାନିଟାରୀ ନାପକିନ୍‌

0

ଭୁବନେଶ୍ୱର: ଏବେ ଖୁସୀ ଯୋଜନାରେ  ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ନାପକିନ୍‌ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଷଷ୍ଠ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସମସ୍ତ ଛାତ୍ରୀମାନଙ୍କୁ ଏହାକୁ ସରକାରଙ୍କ ପକ୍ଷରୁ ମାଗଣା ଯୋଗାଇ ଦିଆଯିବ । ଏଥିରେ ୧୭ ଲକ୍ଷରୁ ଅଧିକ ଛାତ୍ରୀ ଉପକୃତ ହେବେ ।

Leave A Reply