www.samajalive.in
Saturday, December 6, 2025
16.1 C
Bhubaneswar

ରଥଯାତ୍ରାରେ ପରଦାକୁ ଆସିବ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ‘ଅଭିମାନ’

ସମାଜ ଲାଇଭ୍ ବ୍ୟୁରୋ(ରାଜେଶ୍ ଜନ୍ଦ୍ର ବେହେରା) : ଦିର୍ଘ ତିନି ବର୍ଷର ବ୍ୟବଧାନ ପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ଅବସରରେ ପୁଣିଥରେ ସବ୍ୟସାଚୀ ଅର୍ଚ୍ଚିତାଙ୍କ ଯୋଡି ପରଦାରେ ନଜର ଆସିବ। ସିଦ୍ଧାର୍ଥ ମ୍ୟୁଜିକର ୨୬ ତମ ଚଳଚ୍ଚିତ୍ର ‘ଅଭିମାନ’ ମାଧ୍ୟମରେ ଏମାନେ ଓଲିଉଡ଼କୁ ଫେରୁଛନ୍ତି। ‘ଅଭିମାନ’ ମାଧ୍ୟମରେ ସିର୍ଦ୍ଧାର୍ଥ ମ୍ୟୁଜିକ୍ ତାର ଦର୍ଶକମାନଙ୍କ ପାଇଁ ରଥ ଯାତ୍ରା ଭେଟି ଦେବାକୁ ଯାଉଛି। ସିତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରରେ ପ୍ରଯୋଜନାର ଭାର ବହନ କରୁଛନ୍ତି ମୃତ୍ୟୁଞ୍ଜୟ ସାହୁ। ସେହିଭଳି ବିକାଶ ଦାସ ସିନେମାରେ ସଙ୍ଗିତ ନିର୍ଦେଶନା ଦେଉଥିବାବେଳେ ପୁଣି ଥରେ ଦର୍ଶକମାନଙ୍କୁ ନମିତା ଅଗ୍ରୱାଲ(ନିବେଦିତା)ଙ୍କ କଣ୍ଠ ମୋହିବାକୁ ଯାଉଛି।
ଏହା ପୂର୍ବରୁ ସିଦ୍ଧାର୍ଥ ମ୍ୟୁଜିକର ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ସବ୍ୟସାଚୀ-ଅର୍ଚ୍ଚିତା ଅଭିନୟ କରିଛନ୍ତି। ଯାହା ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି। ସେଥି ମଧ୍ୟରୁ – ପାଗଳ କରିଛି ପାଉଁଞ୍ଜି ତୋର, ମୁଁ ଏକା ତୁମର, ସ୍ମାଇଲ୍ ପ୍ଲିଜ୍, ପିଲାଟା ବିଗିଡିଗଲା, ବାଇ ବାଇ ଦୁବାଇ ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories