ଖୁବ୍‍ଶୀଘ୍ର ୩୫୦ ଟଙ୍କିଆ ମୁଦ୍ରା ଜାରି କରିବ ରିଜର୍ଭ ବ୍ୟାଙ୍କ

0

ନୂଆଦିଲ୍ଲୀ: ଗୋଟିଏ ପଟେ ଛୋଟ ଛୋଟ ମୁଦ୍ରା ପ୍ରଚଳନ ବନ୍ଦ ହେଉଥିବାବେଳେ ଅନ୍ୟପଟେ ସରକାର ଲଗାତାର ଭାବେ ଅଧିକ ଟଙ୍କାର ମୁଦ୍ରା ପ୍ରଚଳନ କରିଆସୁଛନ୍ତି। ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ୩୫୦ ଟଙ୍କିଆ ମୁଦ୍ର୍ରା ଜାରି କରିବାକୁ ପ୍ରସ୍ତୁତି ଚଳାଇଛି। ଗୁରୁ ଗୋବିନ୍ଦ ସିଂହଙ୍କ ୩୫୦ତମ ଜୟନ୍ତୀ ପାଳନ ଅବସରରେ ଏହି ମୁଦ୍ରା ଜାରି କରାଯିବ। ଏହି ମୁଦ୍ରାର ବ୍ୟାସ ୪୪ ମିଲିମିଟର ରହିବ।

Leave A Reply