www.samajalive.in
Saturday, December 13, 2025
23.1 C
Bhubaneswar

ଦୁଗ୍ଧ ଲିଟର ପିଛା ୪୦ ଟଙ୍କା ଓ ତ୍ରିପାକ୍ଷିକ ଚୁକ୍ତି ବାତିଲ ଦାବିରେ ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘର ଆନ୍ଦୋଳନ ଡାକରା

ଡେସ୍କ: ରାଜ୍ୟ ସରକାର ଗତ ୧୦ ତାରିଖ ଦିନ କ୍ଷୀର ପ୍ୟାକେଟର ରଙ୍ଗ ବଦଳାଇବା ସହ କ୍ଷୀର ଦର ଲିଟର ପିଛା ୬୨ ଟଙ୍କା ୨୦ ପଇସାକୁ ବଢ଼ାଇଥିଲେ ମଧ୍ୟ ଚାଷୀଙ୍କ ପାଇଁ ଟଙ୍କାଟିଏ ମଧ୍ୟ ବୃଦ୍ଧି କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଓଡିଶା ଦୁଗ୍ଧ ଚାଷୀ ମହାସଂଘ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଲିଟର ପିଛା ୪୦ ଟଙ୍କା ଦେବାକୁ ଦାବି କରିଛି। ଅନ୍ୟପକ୍ଷରେ, ସରକାର, ଓମଫେଡ ଓ ଏନଡିଡିବି ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଚୁକ୍ତି ବାତିଲ କରିବାକୁ ମହାସଂଘ ଦାବି କରିଛି। ମହାସଙ୍ଗ ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ସରକାର ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଜୋରଦାର ଗଣ ଆନ୍ଦୋଳନ ହେବ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories