ବୌଦ୍ଧ : ବୌଦ୍ଧ ଜିଲା ଏନଏଚ୍ ୫୭ ଚାରିଛକ କଲରାପଠା ନିକଟରେ ସୋମବାର ସଡ଼କ ଦୁର୍ଘଟଣାରେ ବୌଦ୍ଧର ଅତିରିକ୍ତ ଜିଲାପାଳଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଅତିରିକ୍ତ ଜିଲାପାଳଙ୍କ ନାମ ରମାକାନ୍ତ ସେଠୀ। ସେ ନିଜ କାରରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଏକ ଗଛରେ କାରଟିକୁ ପିଟିଦେଇଥିଲେ। ଫଳରେ ସେ ଗୁରୁତର ଅବସ୍ଥାରେ ବୌଦ୍ଧ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
Popular Categories



