ରେଙ୍ଗାଲି: ରେଙ୍ଗାଲି ଷ୍ଟେସନ ସ୍ଥିତ ଦୁର୍ଗା ମନ୍ଦିରରେ ଅଧିଷ୍ଠିତ ଦେବୀ ଦୁର୍ଗା ଏବଂ ରମ୍ପେଲାକେମ୍ପ ସମଲେଇ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଆଜି ଧବଲମୁଖି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ମହାଳୟା ଉପଲକ୍ଷେ ଦେବୀଙ୍କୁ ଧବଳମୁଖି ବେଶରେ ସୁସଜ୍ଜିତ କରାଯାଇ ବିଧିମତେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥିଲା।
Popular Categories



