www.samajalive.in
Friday, December 5, 2025
17.1 C
Bhubaneswar

ଟ୍ରେନ୍‌ରେ କଟିଯାଇ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ

ରେଙ୍ଗାଲି: ସମ୍ବଲପୁର-ଝାରସୁଗୁଡା ରେଳପଥର ରେଙ୍ଗାଲି ନିକଟରେ ରେ ଥିବା କିଷନନଗର ଓଭର୍ ବ୍ରିଜ୍ ତଳୁ ରେଳବାଇ ପୁଲିସ ଟ୍ରେନ୍ ରେ କଟିଯାଇ କ୍ଷତ ବିକ୍ଷତ ଅବସ୍ଥାରେ ପଡିଥିବା ମୃତ ଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ କିଷନନଗରର ବାଇଧର ନାଥ (୫୫)ବୋଲି ଜଣାପଡିଛି। ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ଏହି ଘଟଣାର ତଦନ୍ତ ଜାରି ରହିଥିବାର ଜଣାପଡିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories