www.samajalive.in
Sunday, December 14, 2025
19.1 C
Bhubaneswar

ଅଙ୍କ ଜ୍ୟୋତିଷ : ଆସନ୍ତୁ ଜାଣିବା ଜୁଲାଇ ୧୭ କେଉଁ ମାନଙ୍କ ପାଇଁ ଶୁଭ

ଜ୍ୟୋତିଷ ଶାସ୍ତ୍ରରେ ରାଶିର ଗୁରୁତ୍ୱ ଭଳି ଅଙ୍କ ଶାସ୍ତ୍ରରେ ସଂଖ୍ୟାର ବିଶେଷ ମହତ୍ୱ ରହିଛି। ଯେପରି ନାମ ଅନୁସାରେ ରାଶି ରହିଥାଏ ସେହିପରି ପ୍ରତି ସଂଖ୍ୟା ଅନୁସାରେ ଅଙ୍କ ଜ୍ୟୋତିଷ ରହିଥାଏ। ଜନ୍ମ ତାରିଖ ମିଶାଇବା ପରେ ଯେଉଁ ସଂଖ୍ୟା ବାହାରେ ତାକୁ ଅଙ୍କ ଜ୍ୟୋତିଷ ଶାସ୍ତ୍ରର ସଂଖ୍ୟା ଭାବେ ପରିଗଣନା କରାଯାଏ। ଉଦାହରଣ ସ୍ୱରୁପ ଆପଣଙ୍କ ଜନ୍ମ ତାରିଖ ୧୭ ହୋଇଥିଲେ ଏହାକୁ ୧+୭=୮ ଭାବେ ଧରାଯିବ ଓ ଆପଣଙ୍କ ଜ୍ୟୋତିଷ ଅଙ୍କ ୮ ରହିବ।

ଏହି ନମ୍ବର ଜନ୍ମ ତାରିଖ ଥିବା ଲୋକଙ୍କ ପାଇଁ ଜୁଲାଇ ୧୭ ଉତ୍ସାହ ଜନକ ରହିବ। ଚାକିରି କ୍ଷେତ୍ରରେ ଉନ୍ନତି କରିବେ। ଅଟକି ରହିଥିବା ଧନ ପ୍ରାପ୍ତି ହେବ। ବ୍ୟାବସାୟରୁ ମିଳିଥିବା ଲାଭରେ ସନ୍ତୁଷ୍ଟ ହେବେ।

- Advertisement -

ଧୈର୍ଯ୍ୟ ଧରନ୍ତୁ କାର୍ଯ୍ୟ ହାସଲ କରିବେ। ଜୁଲାଇ ୧୭ରେ ଆପଣ ସମ୍ପୂର୍ଣ୍ଣ ବ୍ୟସ୍ତ ରହିବେ ଓ ମନ ଅଶାନ୍ତ ରହିବ।

ଲୋକପ୍ରିୟତା ବଢିବ। ଆପଣଙ୍କର ଶୁଭଚିନ୍ତକ ସହଯୋଗ କରିବେ। ବେପାର ବାଣିଜ୍ୟରେ ଲାଭ ପାଇବେ ଓ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ଆତ୍ମବଳ ବଢିବ। ପରିବାରରୁ ଶୁଭ ଫଳ ମିଳିବ। ଚାକିରି କ୍ଷେତ୍ରରେ ନୂଆ ପଦବୀ ପାଇପାରନ୍ତି।

ସ୍ୱାସ୍ଥ୍ୟ ଭଲ ରହିବ। କାଯ୍ୟରେ ସଫଳତା ପାଇବେ। ସନ୍ତାନ ସୁଖ ମିଳିବ। ବ୍ୟାବସାୟିକ ଲାଭ ସାମାନ୍ୟ ହେବ।

ସମ୍ପତ୍ତି ବୃଦ୍ଧିର ଅବସର ମିଳିବ। ବ୍ୟାବସାୟରେ ଲାଭ ହେବ। ପରିବାରରେ ଖୁସି ଦେଖାଦେବ।

କାର୍ଯ୍ୟ କ୍ଷେତ୍ରରେ ନିଜର ପ୍ରଭାବ ବଢିବ ଓ ସଫଳତା ପାଇବେ।

ଅଟକିଥିବା କାର୍ଯ୍ୟ ହାସଲ ହେବ। ବିବାହ ପ୍ରସ୍ତାବ ଆସିପାରେ। ବେପାରେ ବାଣିଜ୍ୟରେ ଲାଭ ହେବ। ଆର୍ଥିକ ଉନ୍ନତି ହେବ।

ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଦେବ। ହଠାତ ଯାତ୍ରା କରିବାର ସମ୍ଭାବନା ରହିଛି। ନୂଆ ଯୋଜନାରେ ସଫଳ ହେବେ। କ୍ୟାରିୟର କ୍ଷେତ୍ରରେ ଉନ୍ନତି କରିବେ।

 

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories