କଲ୍ୟାଣ ସିଂହପୁର – ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତର ପୋଙ୍ଗଲୀ ଗ୍ରାମର ନାଗାବଳୀ ନଦୀର ଅତଡା ଖସି ବାଳକର ମୃତ୍ୟୁ ହୋଇଥିବା ଜଣାଡିଛି। ଶୁକ୍ରବାର ମଧ୍ୟାହ୍ନ ରେ କିଛି ପିଲାମାନେ ମେଳ ହୋଇ ନଦୀକୁ ଯାଇଥିଲେ ।
ସେଠାରେ ମାଟି ଅତଡା ଖସି ଯିବାରୁ ଶାଙ୍କାରାଓ ହିକକାଙ୍କ ୬ ବର୍ଷର ପୁଅ ଧର୍ମା ହିକକା ଙ୍କ ମୃତ୍ୟୁ ହୋଇଛି ।ଏହି ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଛି ।



