ଶୀଘ୍ର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସଆଇ-ଆଇନ ମନ୍ତ୍ରୀ
ପୁରୀ : ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରିବ ଏଏସଆଇ । ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ ସୋମବାର ଏପରି କହିଛନ୍ତି । ଏହାସହ ମନ୍ତ୍ରୀ କହିଛନ୍ତି, ଯାଞ୍ଚ କଲା ପରେ ଭିତର ଭଣ୍ଡାର ମରାମତି ନେଇ ନିଷ୍ପତ୍ତି ନିଆଯାଇଛି । ଲେଜର ସ୍କାନିଂ ହେବ କି ନାହିଁ ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ।
ଶ୍ରାବଣ ମାସ: ରାଶି ଅନୁଯାୟୀ ଅର୍ପଣ କରନ୍ତୁ ବାସ୍ ଏହି ଜିନିଷ, ଚମକିବ ଭାଗ୍ୟ..
ସୂଚନା ଯୋଗ୍ୟ, ଗତ ଗୁରୁବାର ପୂର୍ବାହ୍ନରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଜଷ୍ଟିସ ରଥଙ୍କ ସମେତ ୧୧ ଜଣିଆ ଟିମ ଭିତର ରତ୍ନଭଣ୍ଡାରରେ ପ୍ରବେଶ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହିତ ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ମହାପ୍ରଭୁଙ୍କ ଖଟଶେଯ ଘରକୁ ସ୍ଥାନାନ୍ତର କରାଯାଇଥିଲା। ସିସିଟିଭି କ୍ୟାମେରା ନଜରରେ ଅଳଙ୍କାର ସବୁ ରଖାଯାଇଥିବା ସୂଚନା ଦିଆଯାଇଛି।
Comments are closed.