ଶ୍ରାବଣ ମାସ: ରାଶି ଅନୁଯାୟୀ ଅର୍ପଣ କରନ୍ତୁ ବାସ୍‌ ଏହି ଜିନିଷ, ଚମକିବ ଭାଗ୍ୟ..

ଶ୍ରାବଣ ମାସ ୨୨ ଜୁଲାଇ ସୋମବାରରୁ ଆରମ୍ଭ ହୋଇଛି । ଅନେକ ଶ୍ରଦ୍ଧାଳୁ ଏହି ମାସରେ ଭଗବାନ ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାର୍ଚ୍ଚନା କରି ଥାଆନ୍ତି । ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଶିବ ମନ୍ଦିରରେ ଜଳାଭିଷେକ କରି ଥାଆନ୍ତି । ରୁଦ୍ରାଭିଷେକ ମଧ୍ୟ କରି ଥାଆନ୍ତି । ଶ୍ରାବଣ ମାସରେ ଅନେକ ବ୍ରତ, ପର୍ବ ମଧ୍ୟ ପାଳନ କରାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ଶ୍ରାବଣ ମାସରେ ଭକ୍ତି ଭାବରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା କଲେ … Continue reading ଶ୍ରାବଣ ମାସ: ରାଶି ଅନୁଯାୟୀ ଅର୍ପଣ କରନ୍ତୁ ବାସ୍‌ ଏହି ଜିନିଷ, ଚମକିବ ଭାଗ୍ୟ..