www.samajalive.in
Monday, December 15, 2025
26.1 C
Bhubaneswar

ରଥରେ ଲାଗିଲା ଋଷିପଟା

ପୁରୀ : ତିନିରଥରେ ବୁଧବାର ଋଷିପଟା ଲଗାଯାଇଛି। ତେରପରସ୍ତ ପୋଟଳ ତଳେ ଋଷିପଟା ସଂଯୋଗ କରାଯାଇଛି। ରଥବେଦି ସମ୍ମୁଖ ଭାଗରେ ପଟାବାଡ଼ିଆ ଶେଷ ହୋଇଛି। ରୂପକାର ସେବକମାନେ ରଥଚକ ଏବଂ ଗୁଜ ସମେତ ବିଭିନ୍ନ ଅଂଶ ରଙ୍ଗ କରୁଛନ୍ତି। କଳସରେ ଲାଗିବାକୁ ଥିବା ପାଖୁଡ଼ାଗୁଡ଼ିକୁ ପ୍ରସ୍ତୁତ କରାଯାଉଛି। ୨୪ ନାଟଗୋଡ଼ ମଧ୍ୟରୁ ଆଉ ୨ଟିର ଖୋଦେଇ ବାକି ରହିଛି। ଦୁଆରବେଢ଼ା, ପ୍ରଭା ଏବଂ ଜଗତପୃଷ୍ଠ ଶେଣି ନିର୍ମାଣ ଶେଷ ହୋଇଛି। ବୁଧବାର ଢମକ ପଡ଼ିବା ପରେ ଜଗତପୃଷ୍ଠ ଶେଣି ଲଗାଯିବ। ଓଝା ସେବକମାନେ ଅସ୍ଥାୟୀ କମାରଶାଳରେ କଣ୍ଟାକବ୍‌ଜା ପ୍ରସ୍ତୁତ କରୁଛନ୍ତି। ଦରଜି ସେବକଙ୍କ ଦ୍ବାରା ରଥକନା

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories