nua o banner

ମଦନ ଡ୍ରେସ ହାଉସରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କା ମୂଲ୍ୟର ପୋଷାକ

BJD Bijuli 480×75 Mob

ରସୁଲପୁର:ରସୁଲପୁର ବ୍ଲକ ଅଞ୍ଚଳର ଅନ୍ୟତମ ପ୍ରମୁଖ ବ୍ୟବସାୟ କେନ୍ଦ୍ରସ୍ଥଳ ହରିପୁର ବଜାରରେ ଥିବା ମହେଶ୍ୱରପୁର ଗ୍ରାମର ରାଜେଶ କୁମାର ପାତ୍ରଙ୍କ ଏକ ପ୍ରତିଷ୍ଠିତ ପୋଷାକ ବିକ୍ରୟ ଦୋକାନ ମଦନ ଡ୍ରେସ ହାଉସରେ ମଙ୍ଗଳବାର ରାତି ପ୍ରାୟ ୯ ଟା ୪୫ ମିନିଟରେ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ଦାମୀ ପୋଷାକ ପୋଡି ଯାଇଛି।‌

ଖବର ପାଇ ରସୁଲପୁର ଓ ବରୁହା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ଯୁବ ସଂଗଠକ ସ୍ମୃତି ଶେଖର ପଟ୍ଟନାୟକ ଓ ସ୍ଥାନୀୟ ବ୍ୟବସାୟୀ ନିଆଁ ଲିଭା କାର୍ଯ୍ୟରେ ସହାୟତା କରିଥିଲେ।

Comments are closed.