www.samajalive.in
Saturday, December 6, 2025
19.1 C
Bhubaneswar

ରାଶି ଅନୁଯାୟୀ କରନ୍ତୁ ଏହି ଉପାୟ, ମିିଳିବ ଶୁଭଫଳ

ଭଲ ଓ ଖରାପ ସମୟ ଆମ ଜୀବନର ଅଂଶ ଅଟନ୍ତି। କିନ୍ତୁ ବହୁବାର ଏପରି ଦେଖାଯାଏ ଯେ, ଆମ ଜୀବନରୁ ଖରାପ ସମୟ ଶେଷ ହୋଇନଥାଏ। ତେଣୁ ଏପରି ଅନୁଭବ ହୋଇଥାଏ ଯେ, ଅନେକ ଚେଷ୍ଟା କରିବା ସର୍ତ୍ତେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିନଥାଏ। ପରିବାର ମଧ୍ୟରେ ସଂପର୍କରେ ମଧ୍ୟ ତିକ୍ତତା ଦେଖାଯାଇଥାଏ। ଏପରି ସମୟରେ ଲୋକେ ଏହାର ସମାଧାନ ପାଇଁ ବହୁ ଉପାୟ ମଧ୍ୟ କରିଥାଆନ୍ତି। ମାତ୍ର ରାଶି ଅନୁଯାୟୀ କେତେକ ସହଜ ଉପାୟ କରିବା ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା ….
ମେଷ – ଦୁଃଖ ସମୟରେ ଏହି ରାଶିର ବ୍ୟକ୍ତିଙ୍କୁ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ।
ବୃଷ – ଏହି ରାଶିର ବ୍ୟକ୍ତିମାନେ ଦକ୍ଷିଣ ମୁଖୀ ଶଙ୍ଖ ରଖି ପୂଜା କରିବା ଉଚିତ।
ମିଥୁନ – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
କର୍କଟ – ଏହି ରାଶିର ବ୍ୟକ୍ତିମାନେ ନିଜ ଘରେ ଶାମୁକା ଓ କଉଡ଼ି ଆଣି ରଖିବା ଉଚିତ।
ସିଂହ – ଏହି ରାଶିର ବ୍ୟକ୍ତିମାନେ ପୂଜାରେ ଅକ୍ଷତ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
କନ୍ୟା – ଏହି ରାଶିର ବ୍ୟକ୍ତିମାନେ ନିଜର ଦୁଃଖ ଓ ଅସୁବିଧା ସମୟରେ ନିୟମିତ ଘିଅର ଦୀପ ଲଗାଇବା ଉଚିତ।
ତୁଳା – ଏହି ରାଶିର ବ୍ୟକ୍ତିମାନେ ଗୃହରେ ଶ୍ରୀଯନ୍ତ୍ର ଆଣି ରଖିବା ଅତ୍ୟନ୍ତ ଶୁଭଦାୟକ ଅଟେ।
ବିଛା – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଧନୁ – ଏହି ରାଶିର ବ୍ୟକ୍ତିମାନେ ଗୃହରେ ରୁଦ୍ରାକ୍ଷ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।
ମକର – ଏହି ରାଶିର ବ୍ୟକ୍ତିମାନେ କଳାରଙ୍ଗର ଦ୍ରବ୍ୟ ବ୍ୟବହାର କରିବା ଉଚିତ।
କୁମ୍ଭ – ଏହି ରାଶିର ବ୍ୟକ୍ତିମାନେ ଚନ୍ଦନର ଧୂପ ଲଗାଇବା ଉଚିତ।
ମୀନ – ଏହି ରାଶିର ବ୍ୟକ୍ତିମାନେ ମଧ୍ୟ କଳାରଙ୍ଗର ଦ୍ରବ୍ୟ ବ୍ୟବହାର କରିବା ଉଚିତ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories