www.samajalive.in
Saturday, December 6, 2025
16.1 C
Bhubaneswar

ଦୀପିକାଙ୍କ ପାଇଁ ଲମ୍ବା ଛୁଟି ନେବେ ରଣବୀର ସିଂ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ୨୦୧୮ ନଭେମ୍ବର ୧୪ରେ ଇଟାଲୀରେ ବିବାହ କରିଥିଲେ ଏହି ଦମ୍ପତି। ବିବାହର ଦୀର୍ଘ ବର୍ଷ ପରେ ଦୁହେଁ ପିତାମାତା ହେବାକୁ ଯାଉଥିବାରୁ ବେଶ ଖୁସି ଅଛନ୍ତି। ଦୀପିକା ଗର୍ଭବତୀ ଥିବାରୁ ଫିଲ୍ମ ସୁଟିଂ କାମ ସବୁ ଶେଷ କରିଛନ୍ତି। ସେପରି ରଣବୀର ନିକଟରେ କହିଛନ୍ତି ଯେ ଦୀପିକାଙ୍କ ସହ ରହିବାକୁ ଏକ ବର୍ଷର ପ୍ୟାଟ୍ରନିଟି ତଥା ପିତୃତ୍ୱ ଛୁଟି ନେବେ ବୋଲି କହିଛନ୍ତି। ଡନ୍‌‌-୩, ଶକ୍ତିମାନ ଏବଂ ଆଦିତ୍ୟ ଧରଙ୍କ ଆକ୍ସନ ଫିଲ୍ମ ଆରମ୍ଭ ପୂର୍ବରୁ କୌଣସି ମଧ୍ୟବର୍ତ୍ତୀ କାର୍ଯ୍ୟ ନନେବାକୁ ନିଷ୍ପତି ନେଇଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories