ନୂଆଦିଲ୍ଲୀ : ଦେଶର ତିନୋଟି ସଂସ୍କୃତ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍-୨୦୧୯ ସୋମବାର ରାଜ୍ୟସଭାରେ ଗୃହିତ ହୋଇଛି। ବାଚନିକ ଭୋଟରେ ଏହି ବିଲ୍ ଗୃହୀତ ହୋଇଥିଲା। ଏ ସମ୍ପର୍କିତ ଆଲୋଚନାର ଉତ୍ତର ଦେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି, ସଂସ୍କୃତ ସାହିତ୍ୟର ଏକ ଅନନ୍ୟ ପରିଚୟ ରହିଛି ଏବଂ ଭାରତୀୟ ପରମ୍ପରାର ଏହା ସର୍ବବୃହତ ସମ୍ପତ୍ତି।
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଲ୍-୨୦୧୯ ରାଜ୍ୟସଭାରେ ଗୃହୀତ
Popular Categories



