ଭୁବନେଶ୍ୱର :ପୁଣି ରଣକ୍ଷେତ୍ର ପାଲଟିଲା ରାଜଧାନୀ କଲେଜ କ୍ୟାମ୍ପସ । ରାଜଧାନୀ କଲେଜରେ ତୁମୁଳକାଣ୍ଡ ନେଇ ଅଶାନ୍ତ ହୋଇଥିଲା କଲେଜ ପରିସର । ଦୁଇ ଛାତ୍ର ଗୋଷ୍ଟି ଭିତରେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା । ଏହି ଗଣ୍ଡଗୋଳରେ ଦୁଇ ଛାତ୍ର ଆହତ ହେବା ନେଇ ଖବର ମିଳିଛି । କୌଣସି ଏକ ନିର୍ଦ୍ଧିଷ୍ଟ ଦଳର ଛାତ୍ର ଗୋଷ୍ଟି ଏ ଗଣ୍ଡଗୋଳର କାରଣ ବୋଲି ଜଣା ପଡିଛି । କ୍ୟାମ୍ପସ ପରିସରରେ ଅଣଛାତ୍ର ମଧ୍ୟ ଥିଲେ । ଏହି ଘଟଣା ନେଇ କଲେଜ ପରିସରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।
Popular Categories



