ଭୁବନେଶ୍ୱର : ଭୁବନେଶ୍ୱରର ଝାରପଡ଼ା ଜେଲରେ ଗୁରୁବାର କମିଶନରେଟ୍ ପୁଲିସ ଚଢ଼ାଉ କରି ବହୁ ପରିମାଣର ମାଦକ ଦ୍ରବ୍ୟ ଜବତ କରିଛି। ସୂଚନା ଅନୁସାରେ, ଜେଲ୍ ଭିତରକୁ ବିପୁଳ ପରିମାଣରେ ମାଦକ ଦ୍ରବ୍ୟ ପଶୁଥିବା ନେଇ ସୂଚନା ପାଇବା ପରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଜେଲରୁ ସିଗାରେଟ୍, ବିଡ଼ି, ଗୁଟଖା, ଲାଇଟର୍ ଓ ସିମ୍ କାର୍ଡ ଆଦି ଜବତ କରାଯାଇଛି।
Popular Categories



