www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶାର ଚାନ୍ଦିପୁରରେ କ୍ୟୁଆର୍‌ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର ..- ଭାରତ ପକ୍ଷରୁ ସଫଳ ଭାବେ କ୍ୟୁଆର୍‌ଏସ୍‌ଏଏମ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟୀରୁ ଏହାକୁ  ମଙ୍ଗଲବାର ଅପରାହ୍ନ ରେ ଏହାକୁ ପୀରକ୍ଷା କରାଯାଇଛି ।  ସେନାର ଏକ ଯାନରୁ ଏହାକୁ ପରୀକ୍ଷଣ କରାଯାଇଛି ।

ଏହା ଏକ ଅତ୍ୟନ୍ତ ଆଧୁନିକ ଓ ବିକଶିତ କ୍ଷେପଣାସ୍ତ୍ର । ଶତ୍ରୁ ପକ୍ଷର ଟ୍ୟାଙ୍କର , କ୍ଷେପଣାସ୍ତ୍ର ଓ ଅନ୍ୟ ଶିବିରକୁ ଏହା ଅବିଳମ୍ବେ ନଷ୍ଟ କରିଦେବାର କ୍ଷମତା ରଖିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories