ପୁଟିନଙ୍କ ଚେତାବନୀ – ପରମାଣୁ ଯୁଦ୍ଧ ପାଇଁ ରୁଷ୍ ପ୍ରସ୍ତୁତ

ଡେସ୍କ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପାଶ୍ଚାତ୍ୟ ଦେଶଗୁଡିକୁ ଚେତାବନୀ ଦେଇ କହିଛନ୍ତି ଯେ ରୁଷ୍ ପରମାଣୁ ଯୁଦ୍ଧ ପାଇଁ ବୈଷୟିକ ଭାବେ ପ୍ରସ୍ତୁତ ଅଛି ଏବଂ ଯଦି ଆମେରିକା ୟୁକ୍ରେନକୁ ସୈନ୍ୟ ପଠାଇବ ତେବେ ଏହା ଯୁଦ୍ଧରେ ଅଲଗା ମୋଡ଼ ସୃଷ୍ଟି କରିବ। ପୁଟିନ୍ କହିଛନ୍ତି ଯେ ପରମାଣୁ ଯୁଦ୍ଧ ପରିସ୍ଥିତି କିନ୍ତୁ ନିଶ୍ଚିତ ନୁହେଁ।

ବାଂଲାଦେଶୀ ଜାହାଜକୁ ଅପହରଣ କଲେ ସୋମାଲି ଡକାୟତ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗତକାଲି ୟୁକ୍ରେନକୁ ୩୦୦ ନିୟୁତ ଡଲାରର ଜରୁରୀକାଳୀନ ଅସ୍ତ୍ରଶସ୍ତ୍ର ପ୍ୟାକେଜ୍ ଘୋଷଣା କରିବା ପରେ ଏବଂ ଋଷିଆରେ ହେବାକୁ ଥିବା ଆଗାମୀ ନିର୍ବାଚନର କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ପୁଟିନ ଆଉ ୬ ବର୍ଷ କ୍ଷମତାରେ ରହିବା ନିଶ୍ଚିତ ହେବା ପରେ ଏହି ସୂଚନା ମିଳିଛି।

Comments are closed.