www.samajalive.in
Friday, December 5, 2025
17.1 C
Bhubaneswar

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲେ ବିଶେଷଜ୍ଞ ଟିମ୍‌‌

ସମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖାଲି କରାଯିବା ପରେ ଆଜି ଆରମ୍ଭ ହୋଇଛି ଗୁପ୍ତ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା। ଏଥିପାଇଁ ଭଣ୍ଡାର ଘର ଭିତରକୁ ଯାଇଛନ୍ତି ବିଶେଷଜ୍ଞ ଟିମ୍‌‌। ରତ୍ନଭଣ୍ଡଶର ଭିତରେ ଗୁପ୍ତ ରତ୍ନଭଣ୍ଡାର ଓ ଷୁଡଙ୍ଗ ଅଛି କି ନାହିଁ ଯାଞ୍ଚ କରିବେ ବିଶେଷଜ୍ଞ ଟିମ୍‌‌। ଏଏସ୍‌‌ଆଇ ଏଡିଜି ଜାନଭିଜ୍‌‌ ଶର୍ମାଙ୍କ ନେତୃତ୍ୱରେ ଏହାର ତଦାରଖ କରାଯିବ। ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌‌ ବିଶ୍ୱନାଥ ରଥ ଗଣମାଧ୍ୟମରେ କହିଛନ୍ତିି ଯେ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଉଛି। କିଛି ଅଛି କି ନାହିଁ ତାହାର ଯାଞ୍ଚ କରାଯାଇ ତଥ୍ୟ ଦିଆଯିବ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories